ଧାମନଗର ଉପନିର୍ବାଚନ: ‘ନୌକା’ରେ ପାରି ହେବେ ସ୍ଵାଧୀନ ପ୍ରାର୍ଥୀ ରାଜୁ ଦାସ

ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀରେ ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ଲଢେଇ ଜୋରଦାର ହେବ। ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି, କଂଗ୍ରେସ ଓ ସ୍ଵାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢେ଼ଇ ଜୋରଦାର ହେବ। କେହି କାହାକୁ ନିର୍ବାଚନୀ ଯୁଦ୍ଧ କ୍ଷେତ୍ରରେ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି | ଏହି ନିର୍ବାଚନ ମଣ୍ଡଳୀରୁ ୨୦୧୯ ରେ ବିଜେପି ଦଖଲରେ ଥିଲା। ଏଠାରୁ ବିଷ୍ଣୁ ସେଠୀ ବିଧାୟକ … Continue reading ଧାମନଗର ଉପନିର୍ବାଚନ: ‘ନୌକା’ରେ ପାରି ହେବେ ସ୍ଵାଧୀନ ପ୍ରାର୍ଥୀ ରାଜୁ ଦାସ